You are here

Back to top

Mahanayakara Mahaprasthana (Paperback)

Mahanayakara Mahaprasthana Cover Image
$16.00
Usually Ships in 1-5 Days

Description


ପରମ ପୁରୁଷ ସ୍ୱୟଂ ବିଷ୍ଣୁ, ଶ୍ରୀକୃଷ୍ଣ ଭାବରେ ଜନ୍ମ ନେଇ ଏ ପୃଥିବୀରେ ଅଦ୍ୱିତୀୟ ଅପୂର୍ବ ଲୀଳାଖେଳା ମାନ କରିଯାଇଛନ୍ତି ଯାହା ଆମ୍ଭ ସମସ୍ତଙ୍କର ଜ୍ଞାତ। ହେଲେ ଯଦି ସେହି ଶ୍ରୀକୃଷ୍ନଙ୍କୁ ମାତୃଗର୍ଭରୁ ଜନ୍ମିତ ଏକ ମାନବ ରୂପେ ଗ୍ରହଣ କରାଯାଏ, ତେବେ ତାହା ତାଙ୍କୁ ନିଶ୍ଚିତ ଭାବେ ଏକ ମହାନାୟକର ଆସନ ଦେବ । ସେହି ମହାନାୟକ ଙ୍କର ବାଲ୍ୟକାଳ ବ୍ୟତିରେକ ଅନ୍ୟାନ୍ୟ କ୍ରିୟାକର୍ମ ଏବଂ ମହାପ୍ରସ୍ଥାନକୁ ଏକ ନାଟକୀୟ ଶୈଳୀର ଉପସ୍ଥାପନାରେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ପଣ୍ଡା ଙ୍କର ଏକ ଅନନ୍ୟ କୃତି "ମହାନାୟକର ମହାପ୍ରସ୍ଥାନ" ।



Product Details
ISBN: 9781990494031
ISBN-10: 199049403X
Publisher: Vidya Publishing Inc.
Publication Date: October 13th, 2021
Pages: 216
Language: Oriya